ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାଶ): ସ୍ଥାନୀୟ ବାପୁଜି ଆଶ୍ରମ ଠାରେ ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ଓ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସମାନିତ ଅଥିତି ଭାବେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମାନିତ ଅଥିତି ଭାବେ ଅଖିଳ ଭାରତୀୟ କୃଷକ କଂଗ୍ରେସର ଯୁଗ୍ମ ସଂଯୋଜକ ରଶ୍ମିରଞ୍ଜନ ପଟ୍ଟନାୟକ ଯୋଗଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ତରଫରୁ ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ ସାହୁ ପୌରହିତ୍ୟ କରିଥିଲେ ଓ ଟ୍ରଷ୍ଟର ସମ୍ପାଦିକ ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ସଂଯୋଜନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଵ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ, ସ୍ବର୍ଗୀୟ ବିନାୟକ ଆଚାର୍ଯ୍ୟଙ୍କ ସାନ ପୁଅ ଶିଶିର କୁମାର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା କଂଗ୍ରେସ ଆଇନ ସେଲର ମୁଖ୍ୟ ରବୀନ୍ଦ୍ର ଦେଓ, ଗଂଜାମ ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ କିଶୋର କାପୁର, ଗଂଜାମ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା ବନଜା ପଣ୍ଡା, ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ପ୍ରଫୁଲ କୁମାର ପଣ୍ଡା , ଗଂଜାମ ଜିଲ୍ଲା କଂଗ୍ରେସର ଉପସଭାପତି ବିଜୟ କୁମାର ସାହୁ,ଗଂଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ କୁମାର ପଶୁପାଳକ, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦିକ କେ କୁନା, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦିକା ଗୀତାଞ୍ଜଳି ସାହୁ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ସାହୁ, ଵ୍ରହ୍ମପୁର ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ମୁଖ୍ୟ ସିଦ୍ଧାନ୍ତ କୁମାର ସାହୁ, ଗଂଜାମ ଜିଲ୍ଲା କଂଗ୍ରେସର ଉପସଭାପତି ମହେଶ୍ୱର ପାତ୍ର, ଗଂଜାମ ଜିଲ୍ଲା କଂଗ୍ରେସର ସମ୍ପାଦକ ଦଣ୍ଡ ପାତ୍ର ପ୍ରମୁଖଙ୍କ ସମେତ ସହର ତଥା ଜିଲ୍ଲାର ବହୁ କଂଗ୍ରେସ ପ୍ରେମୀ, ମାନ୍ୟଗଣ ମହିଳା,ବ୍ୟକ୍ତି ଉପସ୍ଥିତ ରହି ବିନାୟକ ବାବୁଙ୍କ ସ୍ମୃତିଚାରଣ କରିଥିଲେ|