ବଜ୍ରପାତରେ ଦୁଇ ବଳଦ ର ମୃତୁ

0
51

ଗୁମ୍ମା(ଓବି ନ୍ୟୁଜ) (ପ୍ରବୀଣ କୁମାର ଲିମା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ର କିମ୍ବୁସିଂ ଗ୍ରାମରେ ଅପରାହ୍ନରେ ବଜ୍ରପାତ ପଡ଼ି ଦୁଇ ବଳଦର ମୃତୁ ହୋଇଛି । ସୂଚନା ଅନୁଯାୟୀ କିମ୍ବୁସିଂ ଗ୍ରାମର ଯୁନସ ରଇତ ତାଙ୍କର ଦୁଇ ବଳଦ ଘର ଆଗରେ ବନ୍ଧା ହୋଇଥିଲା ହଟାତ ସେଇ ଜାଗାରେ ବିଜୁଳି ପଡ଼ିବା ଦ୍ୱାରା ଯୁନସ ରଇତ ଙ୍କ ଦୁଇ ବଳଦ ଘଟଣା ସ୍ଥଳରେ ହି ମୃତୁ ହୋଇଛି । ବିଜୁଳି ଶବ୍ଦ ଏପିରି ଭୟଙ୍କର ଥିଲା ଯେ ଲୋକମାନଙ୍କ ମନରେ ଭୟର ବତାବରଣ ସୃଷ୍ଟି ହୋଇଥିଲା। ବର୍ଷା କମିଲା ପରେ ଗ୍ରାମର ଲୋକମାନେ ନିଜ ଘର ଭିତରୁ ବାହାରିବା ପରେ ଦେଖିଲେ ଯେ ଦୁଇ ବଳଦ ଉପରେ ବିଜୁଳି ପୋଡ଼ି ମୃତୁ ଘଟିଛି। ଲୋକମାନେ ତୁରନ୍ତ ପଶୁ ସହାୟକ କେନ୍ଦ୍ରର ପ୍ରମୋଦ ପଟନାୟକ ଙ୍କ ସହ ଯୋଗାଯୋଗ କରି ଘୋଟି ଥିବା ସମସ୍ତ ଵିଷୟ ଜଣାଇଲେ ।

LEAVE A REPLY

Please enter your comment!
Please enter your name here