ଛାତ୍ରୀ ଙ୍କ ଗାଲ କାମୁଡି ହାଉସ ସର୍ଜନ ଗିରଫ

0
44

ବ୍ରହ୍ମପୁର (ଓବି ନ୍ୟୁଜ):ଜଣେ ଡ଼ାକ୍ତରୀ ଛାତ୍ରୀଙ୍କୁ କାମୁଡ଼ି ଏମକେସିଜି ମେଡ଼ିକାଲ କଲେଜର ଜଣେ ଡାକ୍ତର ଗିରଫ । ସୂଚନା ପ୍ରକାରେ ଏମକେସିଜି ମେଡ଼ିକାଲ କଲେଜର ଚତୁର୍ଥ ବର୍ଷର ଛାତ୍ରୀକୁ ହାଉସ ସର୍ଜନ ରୂପେ କାର୍ଯ୍ୟ କରୁଥିବା ଏମକେସିଜି ମେଡ଼ିକାଲ କଲେଜର ସୁପ୍ରନ କୁମାର ପାଢ଼ୀ ନାମକ ଜଣେ ଡାକ୍ତର କୌଣସି କଥାକୁ ନେଇ ଝଗଡ଼ା କରିବା ପରେ ତାଙ୍କ ହାତ ଓ ଗାଲକୁ କାମୁଡ଼ି ଦେଇଥିବା ଛାତ୍ରୀ ଜଣକ ବିଏନପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ପୁଲିସ ସୁପ୍ରନ୍ ଙ୍କୁ ଗିରଫ କରିଥିବା କଥା ବ୍ରହ୍ମପୁର ଏସପି ସୂଚନା ଦେବା ସହ ଏହା ତାଙ୍କ ବ୍ୟକ୍ତିଗତ ସଂପର୍କକୁ ନେଇ ଘଟିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here