ଟଙ୍କା ମୋଟର ସାଇକେଲ ଓ କାର ସହ ୫ ଜୁଆଡି ଗିରଫ୍

0
57

ଭଞ୍ଜନଗର (ଓବି ନ୍ୟୁଜ) (ଜୟ କ୍ରିଷ୍ଣା ପଟ୍ଟନାୟକ) ; ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଜୁଆ ଖେଳ ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ୍ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରୁ ପୋଲିସ୍ ନଗତ ୯୪୫୦ ଟଙ୍କା ୫ ଟି ମୋଟର ସାଇକେଲ ଗୋଟିଏ ମାରୁତି କାର ଜବତ କରିବା ସହିତ ୫ ଜଣ ଜୁଆଡିଙ୍କୁ ଗିରଫ୍ କରିଥିବା ଜଣାପଡିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଉ କେତେ ଜୁଅ।।ଡି ଖସି ପଳାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here