ସଡକ ଦୁର୍ଘଟଣାରେ ଜଣେ ଆହାତ ଦୁଇ ଗୁରୁତର

0
84

ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) ଦିଗପହଣ୍ଡି ଥାନା ଅଧିନସ୍ଥ ତଲାସିଙ୍ଗି ଛକ ନିକଟରେ ରବିବାର ଅପରାହ୍ନ ୪.୩୦ଏକ ବାଇକ ଦୃଘଟଣା ଘଟି ଦୁଇ ଜଣ ଗୁରୁତର ଓ ଜଣେ ଆହତ । ବାଇକଟି ଭାରସାମ୍ୟ ହରାଇ ଦୃଘଟଣା ଘଟାଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ୨ ଜଣ ହେଲେ କାଇଥଖଣ୍ଡି ଗ୍ରାମର ସରୋଜ ବେହେରା(୨୫)ପିତା-ପାଣ ବେହେରା ଏବଂ ମୁଣ୍ଡପତା ଗ୍ରାମର ଅଭିମନ୍ୟୁ ବେହେରା, ପିତା-ଭୀମ ବେହେରା ଉଭୟଙ୍କୁ ସ୍ଥାନୀୟ କାଇଥଖଣ୍ଡି ଗ୍ରାମର ସମାଜସେବୀ ପିଣ୍ଟୁ କୁମାର ପଣ୍ଡାଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲକୁ ନିଆଗଲା ।

LEAVE A REPLY

Please enter your comment!
Please enter your name here