ପୌର ପରିଷଦ ତରଫରୁ ପଲିଥିନ ବ୍ୟବହାର କଟକଣା ସମ୍ବନ୍ଧରେ ସଚେତନତା ରାଲି

0
91

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)( ପବିତ୍ର କୁମାର ପାତ୍ର) ; ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା ଏବଂ ପୌର ପରିଷଦ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ଏହି ସମୟରେ ଉପସ୍ଥିତ ଥିଲେ। ମହିଳା ସଂଗଠନର କର୍ମକର୍ତା ମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇ ପଲିଥିନ ବ୍ୟବହାର କମ୍ କରିବା ପାଇଁ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here