ବେଗୁନିଆପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ।

0
20

ବେଗୁନିଆପଡ଼ା (ଓବି ନ୍ୟୁଜ)(ଦେବ କୁମାର) ;ବେଗୁନିଆପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଷଣ୍ଡମୂଳ, ସାଂକୁଡା, ସୁମଣ୍ଡଳ,ମଠସରସିଂ, ମଠ ବରିଡ଼ା, ବେଗୁନି ଆପଡ଼ା, ମଠ ବ୍ରହ୍ମପୁର, କୋଦଳା, ତାଳସର ପ୍ରଭୃତି ସ୍ଥାନରେ ଆଜି ଏହି ଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମଧ୍ୟାହ୍ନ ପୂର୍ବରୁ ଛେରା ପହଁରା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭକ୍ତ ମାନେ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ପ୍ରସାଦ ସେବନ କରାଯାଇଥିଲା । ପ୍ରତ୍ୟେକ ସ୍ଥାନରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here