ନବରଙ୍ଗପୁର,(ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ): ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଉମରକୋଟ ପଟୁ ଆସୁଥିବା ବାଇ ଆରୋହି ବାସୁ ଗୌଡ଼ ରୋଡ଼ ପାର୍ଶ୍ୱରେ ଠିଆ ହୋଇଥିବା ଏକ ୪୦୭ ମିନି ଟ୍ରକରେ ପଛପଟେ ପିଟି ହୋଇଯାଇଥିଲେ । ବାଇକ ଧକା ହେବ। ଫଳରେ ଘଟଣା ସ୍ଥଳରେ ବାସୁ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା । ସେ ଉମରକୋଟ ତାଲାପଦର ଗାଁର ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।