ଧର୍ମଗଡ଼ ଉପଖଣ୍ଡରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ପାଳନ

0
23

ଧର୍ମଗଡ଼ (ଓବି ନ୍ୟୁଜ)(ବରଦା ପ୍ରଶନ୍ନ ନାୟକ): ଧର୍ମଗଡ଼ ତଥା ଏହାର ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ମହାଆଡ଼ମ୍ବରରେ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ପାଳନ ହୋଇଯାଇଛି । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳରୁ ଶହ ଶହ ଭକ୍ତଙ୍କ ସୁଅ ଛୁଟିଥିଲା । ଚାରିଆଡ଼େ ବିିଭିନ୍ନ ବାଦ୍ୟ ତଥା ଗିନି, ମୃଦଙ୍ଗ, ଝାଞ୍ଜ ଆଦି ଧ୍ୱନୀରେ ସ୍ଥାନୀୟ ଅଂଳଚରେ ପ୍ରକମ୍ପିତ ହୋଇ ଉଠିଥିଲା । ଧର୍ମଗଡ଼ ଉପଖଣ୍ଡ ତଥା ବିଭିନ୍ନ ବ୍ଲକମାନଙ୍କରେ ପ୍ରାୟ ୭୦ରୁ ୮୦ଟି ରଥ ପ୍ରସ୍ତୁତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here