ମତ୍ସ୍ୟ ଅବତାର ଦେଖିବାକୁ ଭକ୍ତମାନଙ୍କ ଭିଡ

0
46

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଗତକାଲି ଛତ୍ରପୁର ଠାରେ ରଥଯାତ୍ରା କୁ ଭକ୍ତମାନେ ଉତ୍ସାହର ସହ ଦେଖିଥିବା ବେଳେ । ଆଜି ଗୁଣ୍ଡିଚା ଘରେ ଠାକୁର ମାନେ ବିଜେ କରି ପୂଜାଅର୍ଚ୍ଚନା ପାଉଛନ୍ତି । ପ୍ରଥମ ଦିନରେ ଶ୍ରୀ ଜଗନ୍ନାଥଙ୍କର ମତ୍ସ୍ୟ ଅବତାର ବେଶ ଅନୁଷ୍ଠିତ ହୋଇଛି । ତାଡେପଲ୍ଲୀସ୍ଥିତ ଶ୍ରି ଜଗନ୍ନାଥ ମନ୍ଦିରଙ୍କ ତିନିଠାକୁର ବଡବାଜର ସ୍ଥିତ ଗୁଣ୍ଡିଚା ମନ୍ଦିର ପୂଜା ପାଉଥିବା ବେଳେ ସେଠାରେ ଶ୍ରୀ ଜଗନ୍ନାଥ ମତ୍ସ୍ୟ ଅବତାର ଦେଖିବା ନିମନ୍ତେ ସନ୍ଧ୍ୟାରେ ଭକ୍ତ ମାନଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲ।।

LEAVE A REPLY

Please enter your comment!
Please enter your name here