ବଜେଟକୁ ନେଇ ପ୍ରତିକ୍ରିୟା

0
40

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ଭାରତକୁ ବିକାଶମୂଳକ ରାଷ୍ଟ୍ରରେ ପରିଣତ କରିବାକୁ ସେେ କେତେକ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପମାନ ମଧ୍ୟ ନେଇଛନ୍ତି । ଚଳିତ ବଜେଟରେ ସୁନା, ରୂପା, ପେଟ୍ରୋଲ, ଡିଜେଲ ଆଦି ବିଭିନ୍ନ ଜିନିଷର ଦରବୃଦ୍ଧିକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଭଲ ବଜେଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ବରଦା ପ୍ରସନ୍ନ ନାୟକ

LEAVE A REPLY

Please enter your comment!
Please enter your name here