ବିବାହିତା ମହିଳାଙ୍କ ଆତ୍ମହତ୍ୟା

0
150

ଭଞ୍ଜନଗର (ଓବି ନ୍ୟୁଜ୍) ; ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଗ୍ରାମରେ ଗତ ୫ ମାସ ତଳେ ଶିବାନୀ ନାଇକା (୨୦) ସହ କାଳିଆ ନାଇକ ର ବିବାହ ହୋଇଥିଲା । ହେଲେ କାଳିଆ କୌଣସି କାମ ଧନ୍ଦା କରୁନଥିବାରୁ ଉଭୟଙ୍କ ମଧ୍ୟରେ ଗତ ୨ଦିନ ତଳେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ଶିବାନୀ ଘରେ ଥିବା କୀଟ ନାଶକ କୁ ଆଜି ଖାଇଦେଇଥିଲା । ଏହା ଦେଖି ପରିବାର ଲୋକ ତାକୁ ଭଞ୍ଜନଗର ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here