ଟାଟା ପ୍ରକଳ୍ପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ

0
88

ଛତ୍ରପୁର (ଓବି ନ୍ୟୁଜ୍) ; ବ୍ରହ୍ମପୁର ଟାଟା ମେଡିକାଲ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କାର୍ଯ୍ୟାଳୟ ପାଖ ରାସ୍ତାକଡରେ ବୃକ୍ଷରୋପଣ କରାଯାଇ ଯାତାୟତ କରୁଥିବା ଲୋକଙ୍କୁ ସଚେତନ କରାଯାଇଥିଲା । ମେଡିକାଲ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମୁଖ୍ୟ ଡା.ନିର୍ମଳ ଚନ୍ଦ୍ର ମହାନ୍ତି,ଡା.ଇ.ପି .ରାଓ,ଡା.ମଧୁସୁଦନ ପଣ୍ଡା,ଡା.ସୋମ୍ୟ ରଞ୍ଜନ ଜେନା,ଡା.ଏସ୍.ଆର୍.ପଣ୍ଡା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ସଂସ୍ଥା ମ୍ୟାନେଜର ଅରୁଣ ଶତପଥୀଙ୍କ ସମେତ ମେଡିକାଲ କର୍ମଚାରୀଗଣ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here