ମାଉସୀ ମା ମନ୍ଦିରେ ପୂଜା ପାଉଛନ୍ତି ତିନି ଦିଅଁ

0
49

ରାହାମା (ଓବି ନ୍ୟୁଜ୍) (ପ୍ରଜ୍ଞା ନାୟକ) ; ରାହାମା ମାଉସି ମା ମନ୍ଦିରରେ ଦଶ ଅବତାର ରେ ଦର୍ଶନ ଦେଉଛନ୍ତି ଚତୁର୍ଦାମୁର୍ତ୍ତି । ଦଶ ଅବତାର ଦର୍ଶନ ଲାଗି ମାଉସୀ ମା ମନ୍ଦିରରେ ବହୁ ଜନସମାଗମ ହେଉଥିବା ପରିଲକ୍ଷିତ ହେଉଛି । ପ୍ରତିଦିନ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କପାଇଁନ୍ନ୍ ପ୍ରସାଦ ର ବ୍ୟବସ୍ଥା କରାଯାଉଛି । ସନ୍ଧ୍ୟା ସମୟରେ ବିଭିନ୍ନ ଭକ୍ତିମୁଳକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଛି । ପ୍ରତ୍ୟକ ଦିନ ଆସୁଥିବା ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଠିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here