ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

0
62

ଛତ୍ରପୁର, , (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ୬ ମାସ ହେଲା ଜଣେ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ଗର୍ଭବତୀ କରିବା ଅଭିଯୋଗରେ ପୁରୀ ଅଞ୍ଚଳର ବି.ଶଙ୍କର ଓରଫ୍ ରବିକୁ ଶନିବାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ନାବାଳିକାଙ୍କ ଅଭିଯୋଗ କ୍ରମେ ୧୪/୨୦୧୯ ଏକ ମାମଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ବୋଲି ସାମୁଦ୍ରିକ ଥାନାର ଏସ୍ଆଇ ଆର୍.ଏନ୍.ରେଡ୍ଡି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here