ବୋଲେରୋ-ବାଇକ ଧକ୍କା, ବିଡିଓ ଆହତ

0
23

ଭଞ୍ଜନଗର (ଓବି ନ୍ୟୁଜ): ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀ ଓ ତାଙ୍କ ସହକର୍ମୀଙ୍କୁ ଧରି କୌଣସି କାମ ନିମନ୍ତେ ବୋଲେରୋରେ ଯାଉଥିବା ସମୟରେ ସମ୍ମୁଖ ପଟରୁ ଆସୁଥିବା ଏକ ବାଇକ ସହ ବାଲିସିରା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଚାଲିଯାଇଥିଲା । ଯାହାଫଳରେ ବିଡିଓ ଅନିଲ କୁମାର ସେଠୀ, ଜଗବନ୍ଧୁ ସାହୁ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଆସିକା ମେଡିକାଲରେ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here