ରାଇକିଆ ମାଉସୀ ମା ମନ୍ଦିରରେ ବିଭିନ୍ନ ଅବତାରରେ ପୂଜା ପାଉଛନ୍ତି ତିନି ଠାକୁର

0
60

ରାଇକିଆ (ଓବି ନ୍ୟୁଜ)(ଜଗଦିଶ ଦାଶ): କନ୍ଧମାଳ ଜିଲ୍ଲା ରାଇକିଆ ଶିବ ମନ୍ଦିରଠାରେ ତିଆରି ହୋଇଥିବା ମାଉସୀ ମା ମନ୍ଦିରଠାରେ ବିଭିନ୍ନ ବେଶରେ ପୂଜା ପାଉଛନ୍ତି ତିନି ଠାକୁର । ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥାଏ । ଏଥିରେ ସତ୍ୟ ପାତ୍ର, ପ୍ରଭାକର ପାଢ଼ୀ, ପ୍ରଭୁ ମହାପାତ୍ର ଏବଂ ଜଗନ୍ନାଥ ପୂଜା କମିଟିର ସଦସ୍ୟ ଓ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାକୁ ରକ୍ଷା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here